ମହିଳା କମିସନରେ ହାଜର ହେଲେ ଓଟିଭି ଏମଡି

0 482

ଭୁବନେଶ୍ୱର,୨୧ ।୯(ଓଡିଶା ଭାସ୍କର): ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ଆଜି ମହିଳା କମିସନରେ ହାଜର ହୋଇଛନ୍ତି ଓଟିଭି ଏମଡି ଜାଗୀ ମଙ୍ଗତ ପଣ୍ଡା । ୨୧ ତାରିଖରେ ହାଜର ହେବାକୁ ଓଟିଭି ଏମଡିଙ୍କୁ ନୋଟିସ କରିଥିଲା ମହିଳା କମିସନ ।

Leave A Reply

Your email address will not be published.