fbpx

ମହିଳା କମିସନରେ ହାଜର ହେଲେ ଓଟିଭି ଏମଡି

ଭୁବନେଶ୍ୱର,୨୧ ।୯(ଓଡିଶା ଭାସ୍କର): ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ଆଜି ମହିଳା କମିସନରେ ହାଜର ହୋଇଛନ୍ତି ଓଟିଭି ଏମଡି ଜାଗୀ ମଙ୍ଗତ ପଣ୍ଡା । ୨୧ ତାରିଖରେ ହାଜର ହେବାକୁ ଓଟିଭି ଏମଡିଙ୍କୁ ନୋଟିସ କରିଥିଲା ମହିଳା କମିସନ ।

Get real time updates directly on you device, subscribe now.