fbpx

ବାଲେଶ୍ୱରରେ ଭୁଶୁଡି ପଡିଲା ଓଭରବ୍ରିଜ୍, ଟ୍ରେନ ଚଳାଚଳ ଠପ୍

Advertisement

ବାଲେଶ୍ୱର,୨୯ ।୧୨(ଓଡିଶା ଭାସ୍କର): ବାଲେଶ୍ୱର ଶୋଭରାମପୁରରେ ଏକ ନିର୍ମାଣଧୀନ ରେଳ ଓଭରବ୍ରିଜ୍ ଭୁଶୁଡି ପଡିଛି । ଜିଲ୍ଲାର ଶୋଭରାମପୁର ରେଲୱେ କ୍ରସିଂ ଉପରେ ଏହି ବ୍ରିଜ ଭୁଶୁଡି ପଡିଛି । ବ୍ରିଜ ଭୁଶୁଡି ପଡିବାରୁ ରେଲୱେ ବିଦ୍ୟୁତ ତାର ଛିଡିଯାଇଛି । ଏନେଇ ବାଲେଶ୍ୱର ଦେଇ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଅନିର୍ଦ୍ଧିଷ୍ଟ କାଳ ପାଇଁ ଟ୍ରେନ ଚଳାଚଳ ବାତିଲ୍ କରାଯାଇଛି ।

Get real time updates directly on you device, subscribe now.