fbpx
BSKY
BJD SHG SKY
BJD YOUTH SKY

ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି, ଭାରତକୁ ମିଳିଲା ପ୍ରଥମ ଭ୍ୟାକସିନ୍

ନୂଆଦିଲ୍ଲୀ,୧ ।୧: ଅକ୍ସଫୋର୍ଡ ଟିକାକୁ ଆଜି ଅନୁମତି ଦେଇଛି ବିଶେଷଜ୍ଞ କିମଟି । ଅକ୍ସଫୋର୍ଡ ଟିକାର ଭାରତୀୟ ନାଁ ହେଉଛି ‘କୋଭିସିଲ୍ଡ’ । ସିରମ ଇନଷ୍ଟିଚ୍ୟୁଟର କରୋନା ଟିକାକୁ ସବଜେକ୍ଟ ଏକ୍ସପର୍ଟ କମିଟି ଅନୁମତି ଦେଇଛି । ଏବେ ଡ୍ରଗ ରେଗୁଲେଟୋରୀ ଅଥରିଟିଙ୍କ ପାଖକୁ ଚୂଡାନ୍ତ ଅନୁମତି ପାଇଁ ଯିବ ।

ଟିକାର ଦୁଇଟି ଡୋଜର ଦାମ ୪୪୦ ଟଙ୍କା ରହିପାରେ । ୫ କୋଟି ଟିକା ପ୍ରସ୍ତୁତ ହୋଇ ଗଚ୍ଛିତ ରହିଛି ବୋଲି ସିରମ ତଥ୍ୟ ଦେଇଥିଲା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା କମ୍ପାନୀର ମିଳିତ ଉଦ୍ୟମରେ ଏହାକୁ ପ୍ରସ୍ତୁତ କରାଯାଇଛି । ସିରମ ଇନଷ୍ଟିଚ୍ୟୁଟ ମଧ୍ୟ ଟିକା ପ୍ରସ୍ତୁତିରେ ସାମିଲ ରହିଥିଲା ।

Get real time updates directly on you device, subscribe now.