ପ୍ରକାଶଙ୍କ ମରଶରୀର ପଞ୍ଚମହାଭୂତରେ ବିଲୀନ

0
COVID-19 Updates
  • World 95,356,834
    World
    Confirmed: 95,356,834
    Active: 25,257,672
    Recovered: 68,061,779
    Death: 2,037,383
  • USA 24,424,546
    USA
    Confirmed: 24,424,546
    Active: 9,619,988
    Recovered: 14,397,796
    Death: 406,762
  • India 10,572,672
    India
    Confirmed: 10,572,672
    Active: 209,519
    Recovered: 10,210,697
    Death: 152,456
  • Brazil 8,460,244
    Brazil
    Confirmed: 8,460,244
    Active: 861,951
    Recovered: 7,388,784
    Death: 209,509
  • Russia 3,568,209
    Russia
    Confirmed: 3,568,209
    Active: 542,212
    Recovered: 2,960,431
    Death: 65,566
  • UK 3,395,959
    UK
    Confirmed: 3,395,959
    Active: 1,771,962
    Recovered: 1,534,736
    Death: 89,261
  • Turkey 2,387,101
    Turkey
    Confirmed: 2,387,101
    Active: 100,240
    Recovered: 2,262,864
    Death: 23,997
  • Italy 2,381,277
    Italy
    Confirmed: 2,381,277
    Active: 553,374
    Recovered: 1,745,726
    Death: 82,177
  • Germany 2,049,952
    Germany
    Confirmed: 2,049,952
    Active: 330,515
    Recovered: 1,672,000
    Death: 47,437
  • Pakistan 519,291
    Pakistan
    Confirmed: 519,291
    Active: 34,701
    Recovered: 473,639
    Death: 10,951
  • China 88,227
    China
    Confirmed: 88,227
    Active: 1,205
    Recovered: 82,387
    Death: 4,635

କଟକ,୧୪ ।୧(ଓଡିଶା ଭାସ୍କର): ପଞ୍ଚମହାଭୂତରେ ବିଲୀନ ହେଲା ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ମରଶରୀର । କଟକ କାଳିଆବୋଦାରେ ରାଷ୍ଟ୍ରୀୟ ସମ୍ମାନର ସହ ଶେଷକୃତ୍ୟ ସଂପନ୍ନ ହୋଇଛି ଓ ତାଙ୍କ ଝିଅ ମୁଖାଗ୍ନି ଦେଇଛନ୍ତି। । ସମାଜସେବା ପାଇଁ ୨୦୧୯ରେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ ପ୍ରକାଶ । ତାଙ୍କର ଶେଷକୃତ୍ୟ ସମ୍ପନ୍ନବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ତାଙ୍କୁ ଶେଷ ବିଦାୟ ଦେଇଛନ୍ତି। କିଛିଦିନ ହେଲା ସେ କଟକ ଏସସିବିରେ ଚିକିତ୍ସାଧୀନ ଥିଲେ । ତେବେ ଗତକାଲି ୬୨ ବର୍ଷ ବୟସରେ ପ୍ରକାଶଙ୍କ ପରଲୋକ ହୋଇଥିଲା । ବ୍ରେନ ଷ୍ଟ୍ରୋକ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.