ଅଙ୍ଗଦାନ କରିଥିବାରୁ ୩ ମହିଳାଙ୍କ ପରିବାରକୁ ସୂରଜ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୩ା୮(ଓଡ଼ିଶା ଭାସ୍କର): ବିଶ୍ୱ ଅଙ୍ଗଦାନ ଦିବସରେ ସକରାରଙ୍କ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଅଙ୍ଗଦାନ କରିଥିବା ବ୍ୟକ୍ତି ଓ ତାଙ୍କ ପରିବାରକୁ ପ୍ରଶଂସା କରିଛନ୍ତି…