ଗଙ୍ଗା ସ୍ନାନ ହେଲା ଶେଷ ସ୍ନାନ, ଚିତ୍କାରରେ ଫାଟି ପଡ଼ିଲା ରାସ୍ତା, ମର୍ମନ୍ତୁଦ ଦୁର୍ଘଟଣା, ଲିଭିଗଲା ୮ ଜୀବନ ଦୀପ
ବିହାର: ସକାଳ ସକାଳୁ ବିହାରର ରାଜଧାନୀ ପାଟନାର ଶାହଜାହାନପୁର ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
ଅଲଟ୍ରାଟେକ୍ ସିମେଣ୍ଟ କାରଖାନା ନିକଟରେ ଏକ ଟ୍ରକ୍ ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା।…