ଚଳିତ ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ । ଚଳିତ ଶିକ୍ଷାବର୍ଷରୁ ଏହି ପୁରସ୍କାର ପ୍ରଦାନ ଆରମ୍ଭ ହେବ ।…

ମାଡ଼ିଗଲା ଟିଏମସି ସାଂସଦଙ୍କ କାର୍: ଉଡ଼ିଗଲା ୪ ବର୍ଷ ଶିଶୁର ପ୍ରାଣବାୟୁ, ସାଂସଦ କହିଲେ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଆବୁ ତାହେର ଖାନଙ୍କ କାର୍ ଧକ୍କା ଦେବା ପରେ ବୁଧବାର ଏକ ୪ ବର୍ଷର ଶିଶୁର ମୃତ୍ୟୁ ହୋଇଛି। କାରରେ…

ଦେଶର ୩୦୧ ବଡ଼ କମ୍ପାନୀ ସମାଜର ଉନ୍ନତି ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି? ପ୍ରକାଶ ପାଇଲା ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ ଥିବା ବଡ଼ ବଡ଼ ଘରୋଇ କମ୍ପାନୀ ମାନେ ସମାଜର ଉନ୍ନତି ପାଇଁ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି, ସେ ନେଇ ରିପୋର୍ଟ ପ୍ରକାଶ ପାଇଛି। ବିଜନେସ୍ ୱାୟର ଇଣ୍ଡିଆ ସିଏସଆରବକ୍ସ ଆଜି 'ଇଣ୍ଡିଆ ସିଏସଆର ଆଉଟଲୁକ୍…

କୁକୁରମାନଙ୍କୁ ଖୋଲାରେ ଖାଦ୍ୟ ଖାଇବାକୁ ଦେଇ ହେବ: ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟଙ୍କ ରୋକ

ନୂଆଦିଲ୍ଲୀ: ଡଗ୍ ଲଭର୍ସଙ୍କ ପାଇଁ ଏକ ଖୁସି ଖବର । ଖୋଲାରେ କୁକୁରମାନଙ୍କୁ ଖାଇବାକୁ ଦେବା ନେଇ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ରୋକ ଲଗାଇଥିଲେ । ତେବେ ହାଇକୋର୍ଟଙ୍କ ଉକ୍ତ ନିଷ୍ପତ୍ତିର କିଛି ଅଂଶକୁ ନେଇ…

ରାସ୍ତା କଡ଼ରେ ଥିବା ଗଛରେ କାହିଁକି ଧଳା ରଙ୍ଗ ଦିଆଯାଏ, ଜାଣନ୍ତୁ ଏନେଇ କ’ଣ ରହିଛି ବୈଜ୍ଞାନିକ କାରଣ

ଦୈନନ୍ଦିନ ଜୀବନରେ ଆମେ ଏପରି ଅନେକ ଦୃଶ୍ୟ ଦେଖିବାକୁ ପାଇଥାଉ, ଯାହା ପଛରେ ନିହାତି କିଛି କାରଣ ରହିଥାଏ । ଆମେମାନେ ଯାତାୟାତ କରୁଥିବା ସମୟରେ ରାସ୍ତାକଡ଼ରେ ଥିବା ଗଛମାନଙ୍କରେ ଧଳା ରଙ୍ଗ ମରାଯାଇଥିବା ଦେଖିବାକୁ…

ବିମାନ ଯାତ୍ରା ସମୟରେ ମାସ୍କ ଆଉ ବାଧ୍ୟତାମୂଳକ ନୁହେଁ, ଘୋଷଣା କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ବିମାନାରେ ଯାତ୍ରା ସମୟରେ ଆଉ ମାସ୍କ ଲଗାଇବା ଜରୁରୀ ନୁହେଁ। ଭାରତର ସରକାର ବୁଧବାର ଏହି ନିୟମକୁ ଫେରାଇ ନେଇଛନ୍ତି। ନାଗରିକ ଉନ୍ନୟନ ମନ୍ତ୍ରଳାୟ ବୁଧବାର ଏକ ନିର୍ଦେଶ ଜାରି କରି ଏୟାରଲାନ୍ସମାନଙ୍କୁ…

Jio, Airtel ଓ Vodafone-Idea ଗ୍ରାହକଙ୍କ ପାଇଁ ବଡ଼ ଖବର: ଦୂରସଞ୍ଚାର ବିଭାଗ ଜାରିକଲା ନୂଆ SMS ନିୟମ

ନୂଆଦିଲ୍ଲୀ: ଟେଲିକମ କମ୍ପାନୀଙ୍କ ପାଇଁ ଏକ ବଡ଼ ଖବର । କେନ୍ଦ୍ର ଦୂରସଞ୍ଚାର ବିଭାଗ ପକ୍ଷରୁ ନୂଆ ଏସଏମଏସ ନିୟମ ଲାଗୁ କରାଯାଇଛି । ତେବେ ଏହି ନିୟମ ଦ୍ୱାରା ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡ଼ାଫୋନ-ଆଇଡିଆ କମ୍ପାନୀର…

ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୩୦ % ବୃଦ୍ଧି ଆନୁମାନ, ଅନଲାଇନ୍ ଗେମିଙ୍ଗ ନିୟମରେ ହୋଇପାରେ ପରିବର୍ତ୍ତନ

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ମହଙ୍ଗା ମାଡ଼ ମଝିରେ ପ୍ରତ୍ୟେକ୍ଷ କର ସଂଗ୍ରହ ପ୍ରାୟ ୩୦ ପ୍ରତିଶତ ବୃଦ୍ଧିପାଇପାରେ। ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ର ଅଧ୍ୟକ୍ଷ ନିତିନ ଗୁପ୍ତାଙ୍କ…

ସ୍କୁଲ ସିଲାବସରେ ଜଳବାୟୁ ପରିବର୍ତ୍ତନ ବିଷୟ, ବିଦ୍ୟାଳୟ ପାଠ୍ୟକ୍ରମର ଏକ ଅଂଶ ହେବ ପ୍ରଧାନମନ୍ତ୍ରୀଙ୍କ ‘ମିଶନ୍ ଲାଇଫ୍’

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ପରି ପରିବେଶ ଆହ୍ୱାନ ହେତୁ, ସମଗ୍ର ବିଶ୍ୱ ସଙ୍କଟରେ ପଡିଛି। ଏପରି ପରିସ୍ଥିତିରେ, ପ୍ରଧାନମନ୍ତ୍ରୀଙ୍କ 'ମିଶନ୍ ଲାଇଫ୍' (ଜୀବନଶୈଳୀ ପାଇଁ ପରିବେଶ) ଅର୍ଥାତ୍ 'ଇକୋ-ଫ୍ରେଣ୍ଡଲି…

Facial Reconstruction କ’ଣ: ଏହି ଖାସ୍ ଟେକନିକର ପ୍ରୟୋଗ କରି ଦୋଷୀ ଅଫତାବ ବିରୋଧରେ ସଂଗ୍ରହ ହେବ ପ୍ରମାଣ

ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଯାଇଥିବା ବର୍ବରୋଚିତ ଘଟଣା ଆଜି ସାରା ଦେଶର କେନ୍ଦ୍ରବିନ୍ଦୁ ପାଲଟିଛି । ୨୮ ବର୍ଷୀୟ ଯୁବକ ଅଫତାବ ପୁନାୱାଲା ତାଙ୍କର ୨୬ ବର୍ଷୀୟ ପ୍ରେମିକା ଶ୍ରଦ୍ଧା ୱାଲକରଙ୍କୁ ୩୫ ଖଣ୍ଡ କରି କାଟି…