UK ରିଲିଜ୍ କଲା ୟୁକ୍ରେନ ଉପରେ ଆକ୍ରମଣର ମ୍ୟାପ୍, ଦେଖନ୍ତୁ କେଉଁ କେଉଁ ସ୍ଥାନରେ ମୁତୟନ ହୋଇଛି ଋଷ ସେନା

ଲଣ୍ଡନ: ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଋଷ-ୟୁକ୍ରେନ ସଙ୍କଟକୁ ନେଇ ବଡ଼ ଖୁଲାସା କରାଯାଇଚି । ଏହି ପରିପ୍ରେକ୍ଷୀରେ ଏକ ମ୍ୟାପ୍ ରିଲିଜ୍ କରାଯାଇଛି । ଏହି ମ୍ୟାପ୍ ରେ କୁହାଯାଇଛି ଯେ, ଋଷ କେଉଁ କେଉଁ…

ୟୁକ୍ରେନ ସଙ୍କଟକୁ ନେଇ ବାଇଡେନ୍ ଡାକିଲେ ସୁରକ୍ଷା ପରିଷଦ ବୈଠକ, ଯେକୌଣସି ମୁହୂର୍ତ୍ତରେ ଋଷ କରିପାରେ ଆକ୍ରମଣ

ୱାଶିଂଟନ୍: ରବିବାର ଦିନ ୟୁକ୍ରେନ୍ ସଙ୍କଟକୁ ନେଇ ଆମେରିକୀ ରାଷ୍ଟ୍ରପତି ଜୋ ବାଇଡେନ୍ ଜାତୀୟ ସୁରକ୍ଷା ପରିଷଦ ବୈଠକ ଡାକିଛନ୍ତି । ହ୍ୱାଇଟ୍ ହାଉସ୍ ର ପ୍ରେସ୍ ସଚିବ ଜେନ୍ ସାକୀ କହିଛନ୍ତି ଯେ, ରାଷ୍ଟ୍ରପତି ବାଇଡେନ୍…

କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୫ ଶହ ତଳେ: ରାଜ୍ୟରୁ ଚିହ୍ନଟ ହେଲେ ୪୯୨ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

SMS ଓ ଗୋଟିଏ ମିସ୍ କଲ୍ ଜରିଆରେ ଚେକ୍ କରନ୍ତୁ PNB ଆକାଉଣ୍ଟ୍ ବାଲାନ୍ସ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଯଥା ପିଏନବିରେ ଆକାଉଣ୍ଟ ରହିଛି, ତେବେ ଆକାଉଣ୍ଟ ବାଲାନ୍ସ ଜାଣିବା ପାଇଁ ଆପଣଙ୍କୁ ବ୍ୟାଙ୍କ ଶାଖାକୁ ଯିବାର ଆବଶ୍ୟକତା ନାହିଁ । ଆପଣ ଘରେ ବସି ବିନା ଇଣ୍ଟରନେଟ୍…

ତୁମକୁ ଆଉ ମୌକା ମିଳିବ ନାହିଁ, ଅବସର ନେଇଯାଅ: କୋଚ ଦ୍ରାବିଡ଼ ଜଣେ ଖେଳାଳିଙ୍କୁ ଏପରି କହିବା ପଛର ରହସ୍ୟ କ’ଣ?

ନୂଆଦିଲ୍ଲୀ: ସାଧାରଣ ଭାବେ ଟିମ୍ ଇଣ୍ଡିଆର କୋଚ ରାହୁଲ ଦ୍ରାବିଡ଼ଙ୍କୁ ଜଣେ ଶାନ୍ତ ସ୍ୱଭାବର ଖେଳାଳି ଭାବେ ସମସ୍ତେ ଜାଣିଛନ୍ତି । ମାତ୍ର ଦ୍ରାବିଡ଼ଙ୍କୁ ନେଇ ଆସିଛି ଏକ ଗୁରୁତର ଅଭିଯୋଗ । ଦଳରୁ ବାହାର ହେବା ପରେ ଜଣେ…

ରାଶିଫଳ(ସୋମବାର,୨୦ ଫେବୃଆରୀ,୨୦୨୨)

ମେଷ - ବ୍ୟବସାୟୀମାନଙ୍କର କାରବାର ବୃଦ୍ଧି ହେବ । ଉପରିସ୍ଥଙ୍କ ଶ୍ରଦ୍ଧା ଅତୁଟ ରଖି କର୍ତ୍ତବ୍ୟ ପରାୟଣ ପ୍ରଦର୍ଶନ କରି ନିଜର ପାରିଲା ପଣିଆ ଜାହିର କରିବେ । ରାଜନୀତିରେ କୋଲସମ୍ପର୍କ ବୃଦ୍ଧି ଓ ନିଜର ମାନ ସମ୍ମାନ ପଦ…

ପେନକିଲର୍ସର ନିୟମିତ ବ୍ୟବହାର ହୋଇଥାଏ କ୍ଷତିକାରକ, ୭୦ହଜାର ମହିଳାଙ୍କ ଉପରେ କରାଯାଇଥିବା ଷ୍ଟଡିରୁ ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ: ଶରୀରରେ ବିଭିନ୍ନ ଅଙ୍ଗରେ ଯନ୍ତ୍ରଣା ହେବା ଦ୍ୱାରା ଲୋକମାନେ ଅନେକ ସମୟରେ ପେନ୍ କିଲର୍ସ ଟାବଳେଟ୍ ସେବନ କରିଥାନ୍ତି । ଅନେକ ଜଣ ପେନ୍ କିଲର୍ସ ଖାଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି…

ପ୍ରକାଶ ପାଇଲା ଦୁନିଆର ବେଷ୍ଟ-୧୦ କମ୍ପାନୀ ତାଲିକା: ପ୍ରଥମ ଥର ପାଇଁ Facebook କୁ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ: ନିକଟରେ ବିଶ୍ୱର ଶ୍ରେଷ୍ଠ ୧୦ଟି କମ୍ପାନୀର ତାଲିକା ପ୍ରକାଶ କରାଯାଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଲିଷ୍ଟର ଫେସବୁକର ସ୍ଥାନ ନାହିଁ । ବ୍ଲୁମବର୍ଗର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ,…

ଦୈନିକ ମାତ୍ର ୩ ସେକେଣ୍ଡ ବ୍ୟାୟାମ କରି ଆପଣ ପାଇପାରିବେ ମଜବୁତ୍ ମାଂସପେଶୀ

ନୂଆଦିଲ୍ଲୀ: ଆଜିକାଲିର ଯୁବପୀଢ଼ି ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେଉଛନ୍ତି । ବିଶେଷ କରି ଜିମ୍ ଯାଇ ଶକ୍ତିଶାଳୀ ମାଂସପେଶୀ ଉପରେ ଅଧିକାଂଶ ଫୋକସ୍ କରୁଛନ୍ତି । ଏଥିପାଇଁ ସେମାନେ ବିଭିନ୍ନ ପ୍ରକାର…

ଓଜନ କମ୍ କରିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଫ୍ୟାଟ୍ ରୁ ହୋଇଯିବେ ଫିଟ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜିକା ସମୟରେ ପ୍ରତିଟି ବ୍ୟକ୍ତି ପତଳା ତଥା ସ୍ଲିମ୍ ହୋଇ ରହିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଫିଟ୍ ରହିବା ଏବେ ଏକ ଟ୍ରେଣ୍ଡ୍ ପାଲଟି ଯାଇଛି । ତେବେ ଗତ ଦୁଇ ବର୍ଷ ହେଲା କୋଭିଡ୍ ମହାମାରୀ…