ପୂଜାରା-ରାହାଣେ ମାନିଲେ ଗାଙ୍ଗୁଲିଙ୍କ କଥା: ଏମିତି ନିଷ୍ପତ୍ତି ନେଲେ ଏହି ଦୁଇ ଖେଳାଳି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଭେଟେରାନ ଖେଳାଳି ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଯାହା ଫଳରେ ଏବେ ତାଙ୍କୁ ଦଳରୁ ବାହାର କରିବା ପାଇଁ ମଧ୍ୟ ଆଲୋଚନା କରାଯାଉଛି । ତେଣୁ ନିଜ…

ଘରେ ରହି କୋଭିଡ ରୋଗୀ ଆୟୁର୍ବେଦିକ ଉପଚାର କରିପାରିବେ: ଡାକ୍ତର ବିମଳ କୁମାର ପଣ୍ଡା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି କୋଭିଡ ସଚେତନତା ଅଭିଯାନ । ଏହି ପରିପ୍ରେକ୍ଷୀରେ ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ ଚିକିତ୍ସା…

କ୍ରିପ୍ଟୋକରେନ୍ସି ଗ୍ରାହକଙ୍କ ପାଇଁ ଖୁସି ଖବର: ଏହି ଆପ୍ ଲଞ୍ଚ କଲା ନୂଆ ଫିଚର୍

ନୂଆଦିଲ୍ଲୀ: କ୍ରିପ୍ଟୋକରେନ୍ସୀ ବର୍ତ୍ତମାନ ସମୟରେ ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି । ଏହା ଏଭଳି ଏକ ଭର୍ଚୁଆଲ କରେନ୍ସୀ ଯାହାର ଡିମାଣ୍ଡ ଗତ କିଛି ସମୟରେ ବଢ଼ିଛି । ଅନେକ ଲୋକ କ୍ରିପ୍ଟୋ କରେନ୍ସୀରେ ନିବେଶ କରି ମୋଟା…

ଆପଣାନ୍ତୁ ଏହି ସବୁ ଷ୍ଟେପ୍: ଇଣ୍ଟରନେଟରୁ ଆପଣଙ୍କ ଡାଟା କେହିବି ଚୋରି କରିପାରିବେନି

ନୂଆଦିଲ୍ଲୀ: ଆଜିକାଲି ଡିଜିଟାଲ ଦୁନିଆରେ ତଥ୍ୟ ହିଁ ହେଉଛି ସବୁଠାରୁ ବଡ ସମ୍ପତ୍ତି । ଇଣ୍ଟରନେଟରେ ତଥ୍ୟ ଚୋରିର ଭୟ ସର୍ବଦା ରହିଥାଏ । ଏହି ତଥ୍ୟ ଚୋରି କାରଣରୁ ଅନେକ ଲୋକ ଇଣ୍ଟରନେଟ ବ୍ୟବହାର କରିବାକୁ ଡରିଥାନ୍ତି ।…

ଫେବୃଆରୀ ୧୯ରେ ପୁରୀ ଆସିବେ ରାଷ୍ଟ୍ରପତି!

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୯ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୧୯ ରେ ଆସି ୨୦ରେ ପ୍ରତ୍ୟାବର୍ତ୍ତନ କରିବା ସୂଚନା । ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ପୁରୀ ଆସିପାରନ୍ତି ।…

ବିଶ୍ୱକପ ପରେ ଖେଳାଳିଙ୍କ ଟାର୍ଗେଟ IPL ୨୦୨୨ ଉପରେ: ହୋଇପାରେ ଜୋରଦାର ଲଢେଇ

ନୂଆଦିଲ୍ଲୀ: ବିଶ୍ୱକପ ପରେ ଟ-୧୯ ଖେଳାଳିଙ୍କ ନଜର ଏବେ IPL ୨୦୨୨ ଉପରେ । ମେଗା ଅକ୍ସନରେ ସୁଯୋଗ ପାଇପାରନ୍ତି ବିଶ୍ୱକପର ଷ୍ଟାର କ୍ରିକେଟର । ଖେଳାଳିମାନଙ୍କ ପ୍ରଦର୍ଶନକୁ ଆଖିରେ ରଖି ସେମାନଭ୍କ ପାଇଁ ମେଗା ଅକ୍ସନରେ…

ଅହମ୍ମଦାବାଦରେ ସିରିଏଲ ବୋମା ବିସ୍ଫୋରଣ ମାମଲା: ୪୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ, ନିର୍ଦ୍ଦୋଷରେ ଖଲାସ ହେଲେ ୨୮

ନୂଆଦିଲ୍ଳୀ: ୨୦୦୮ରେ ଘଟିଥିବା ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପାଇଛି । ୨୦୦୮ରେ ଘଟିଥିବା ବିସ୍ପୋରଣ ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର କୋର୍ଟ ମଙ୍ଗଳବାର ଏହି ମାମଲାର ରାୟ ଶୁଣାଇଛନ୍ତି…

ୟୁପି: ମମତା ବାନାର୍ଜୀଙ୍କ ବଡ଼ ଘୋଷଣା, ଉତ୍ତର ପ୍ରଦେଶରେ ୩୦୦ ରୁ ଅଧିକ ସିଟରେ ଜିତିବ ସପା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସବୁ ରାଜନୀତିକ ଦଳ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା ଜାରିରଖିଛନ୍ତି । ଏହି କ୍ରମରେ ଆଜି ସମାଜବାଦୀ ପାର୍ଟୀ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସମର୍ଥନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

କର୍ଣ୍ଣାଟକ ହିଜାବ ମାମଲା: ଜାତୀୟ ପତାକା କାଢି ଗେରୁଆ ପତାକା ଲଗାଇଲେ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: କର୍ଣ୍ଣାଟକ ହିଜାବ ମାମଲା ଏକ ନୂଆ ମୋଡ ନେଇଛି । କର୍ଣ୍ଣାଟକରେ କିଛି ଛାତ୍ର ଗୋଷ୍ଠୀ ଆନ୍ଦୋଳନକୁ ବିରୋଧ କରିବା ସମୟରେ ଜାତୀୟ ପତାକାକୁ କାଢି ଏହା ସ୍ଥାନରେ ଗେରୁଆ ପତାକା ଲଗାଇଛନ୍ତି । ଏହି ଭିଡିଓ…

ବିନା ହେଲମେଟରେ କାହିଁକି ଗାଡ଼ି ଚଳାଉଛ- ଏପରି ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କୁ ଗାଈଗୋରୁ ପରି ପିଟିଲେ ଦୁଇ କନଷ୍ଟେବଳ

ନୂଆଦିଲ୍ଲୀ: ଅନେକ ସମୟରେ ପୋଲିସର ଜୁଲୁମର ଶିକାର ହୋଇଥାନ୍ତି ସାଧାରଣ ନିରୀହ ଜନତା । ତେବେ ଦୋଷ ନକରି ଜଣେ ସାମ୍ବାଦିକଙ୍କୁ ପୋଲିସ ପ୍ରବଳ ପିଟିଛି । ପୋଲିସ ନିଜେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ଏହାକୁ ବିରୋଧ…