Breaking News ଆଈକୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣିଲା ନାତି Abinash Kumar Dhal Nov 20, 2021 ବାରିପଦା (ଭାସ୍କର ନ୍ୟୁଜ୍): ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ନିଜ ଆଈକୁ ହାଣି ଦେଲା ନାତି । ଖାଲି ଆଈକୁ ନୁହେଁ, ଆଖି ସାମ୍ନାରେ ଯିଏ ବି ଆସିଲା ତାକୁ ଟାଙ୍ଗିଆ ଧରି ଗୋଡ଼ାଇଲା । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି…
Breaking News ମାଓପ୍ରବଣ ଅଞ୍ଚଳରେ ଡିଜିଟାଲ୍ ମାଧ୍ୟମରେ ପାଠପଢ଼ିବେ ଛାତ୍ରଛାତ୍ରୀ, ମିଳିବ ଗୁଣାତ୍ମକ ଶିକ୍ଷା Abinash Kumar Dhal Nov 20, 2021 ବଲାଙ୍ଗିର,(ଭାସ୍କର ନ୍ୟୁଜ): ବଦଳିବ ବଲାଙ୍ଗିର ଜିଲ୍ଲା ତୁରେକେଲ୍ଲା ଅଞ୍ଚଳର ପରିଚୟ । ସ୍ମାର୍ଟ ହେବ ଶିକ୍ଷା ବ୍ୟବସ୍ଥା । ତୁରେକେଲ୍ଲା ବ୍ଲକ ଏକ ପଛୁଆ ଓ ମାଓପ୍ରବଣ ବ୍ଲକ ଭାବେ ପରିଚିତ ଥିବାବେଳେ ଏବେ ସେହି ଅଞ୍ଚଳର…
Breaking News ୨୩ରୁ ଆରମ୍ଭ ହେବ ଯୁକ୍ତ ୩ ନାମଲେଖା ଆବେଦନ ପ୍ରକିୟା, ଡିସେମ୍ବର ୩ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା Abinash Kumar Dhal Nov 20, 2021 ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଶିକ୍ଷାବର୍ଷ ୨୦୨୧- ୨୨ରେ ଦ୍ୱିତୀୟ ପର୍ଯ୍ୟୟ ଯୁକ୍ତ ୩ ପ୍ରଥମ ବର୍ଷ ନାମ ଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ…
Breaking News ଗାଙ୍ଗପୁର ଥାନା ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା: କେନ୍ଦ୍ର ଗୃହମନ୍ତ୍ରୀଙ୍କଠାରୁ ଟ୍ରଫି ଗ୍ରହଣ କଲେ ଥାନାଧିକାରୀ Abinash Kumar Dhal Nov 20, 2021 ନୂଆଦିଲ୍ଲୀ/ ଭଞ୍ଜନଗର, (ଭାସ୍କର ନ୍ୟୁଜ): ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା । ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ଶ୍ରେଷ୍ଠ ଥାନା ତଥା ଓଡ଼ିଶାର ଏକମାତ୍ର ଶ୍ରେଷ୍ଠ ଥାନା ଭାବେ ସ୍ଥାନ…
Breaking News ଉହାନର ଆନିମଲ୍ ମାର୍କେଟରୁ ଚିହ୍ନଟ ହୋଇଥିଲା ପ୍ରଥମ କରୋନା ସଂକ୍ରମିତ: WHO Odisha Bhaskar Bureau Nov 20, 2021 ନୂଆଦିଲ୍ଲୀ: କରୋନାର ସଠିକ୍ ଉତ୍ପତ୍ତି ସ୍ଥଳକୁ ନେଇ ଅନେକ କଳ୍ପନା ଜଳ୍ପନା ଜାରି ରହିଥିବା ବେଳେ ଶେଷରେ ସେହି ସ୍ଥାନ ସମସ୍ତଙ୍କ ସାମନାକୁ ଆସିଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସ୍ଥାନର ଖୁଲାସା କରିଛନ୍ତି ।…
Breaking News ସୀମାରେ ଥରିବେ ଭାରତର ଶତ୍ରୁ ରାଷ୍ଟ୍ର, ବାୟୁ ସେନାକୁ ମିଳିଲା ସ୍ୱଦେଶୀ ଲଢ଼ୁଆ ହେଲିକପ୍ଟରସ Abinash Kumar Dhal Nov 20, 2021 ଝାନ୍ସୀ,: ଏବେ ଥରିବେ ଭାରତର ଶତ୍ରୁ ରାଷ୍ଟ୍ର । ଭାରତୀୟ ସେନାକୁ ମିଳିଛି ପ୍ରଥମ ସ୍ୱଦେଶୀ ଲଢ଼ୁଆ ହେଲିକପ୍ଟର । ଫଳରେ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଛି । ଏଥର ବିଦେଶୀ ନୁହେଁ ସେନାକୁ ସମର୍ପିତ କରାଗଲା…
Breaking News ଚଳନ୍ତା ଅବସ୍ଥାରେ ୧୦୮ ଆମ୍ବୁଲାନ୍ସରୁ ବାହାରିଗଲା ଚକା, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ହେଲ୍ପର୍ Abinash Kumar Dhal Nov 20, 2021 ଟାଙ୍ଗୀ-ଚୌଦ୍ୱାର (ଭାସ୍କର ନ୍ୟୁଜ୍) : ଚୌଦ୍ୱାର ଥାନା ଅନ୍ତର୍ଗତ ୫୫ନଂ. ଜାତୀୟ ରାଜପଥର ଚାଉଳିଆ ପୋଲ ଉପରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନାଥାଉକି, ଢେଙ୍କାନାଳରୁ କଟକ ଅଭିମୁଖେ ଯାଉଥିବା ଏକ ୧୦୮…
Breaking News ଟ୍ରେନ୍ ଯାତ୍ରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପୁଣି ହେଲା ଆରମ୍ଭ, ପୂର୍ବଭଳି ଦିଆଯିବ ରେଡି-ଟୁ-ଇଟ୍ ମିଲ୍ Odisha Bhaskar Bureau Nov 20, 2021 ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପୁଣି ଆରମ୍ଭ କରାଯିବା ନେଇ ରେଳ ବୋର୍ଡ ନିଷ୍ପତ୍ତି ନେଇଛି । କୋଭିଡ୍ ମହାମାରୀ ପ୍ରଭାବ ଯୋଗୁଁ ରନ୍ଧା ଖାଦ୍ୟ ଯୋଗାଣ ଉପରେ କଟକଣା ଲଗାଯାଇଥିଲା। କିନ୍ତୁ…
Breaking News ମୁମ୍ବାଇରେ ସବୁ ମାସ ୧୦ କିଲୋ ଡ୍ରଗ୍ସ ପହଞ୍ଚାଉଥିବା ଓକିଲ ବାନ୍ଧିଲା ପୋଲିସ୍, ୨.୩୫ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ Abinash Kumar Dhal Nov 20, 2021 ମୁମ୍ବାଇ : ମୁମ୍ବାଇରେ ସବୁ ମାସ ୧୦ କିଲୋ ଡ୍ରଗ୍ସ ପହଂଚାଉଥିବା ଓକିଲ ରାଜକୁମାର ରାଜହଂସଙ୍କୁ ଶୁକ୍ରବାର ଦିନ ପୋଲିସ୍ର ଆଣ୍ଟି ନାର୍କୋଟିକ୍ସ ସେଲ୍(ଏଏନ୍ସି) ଗିରଫ କରିଛି । ସତ୍ର ନ୍ୟାୟାଳୟ ଅଭିଯୁକ୍ତଙ୍କୁ ୨୨…
Breaking News ଆଜି ଅନୁଗୁଳ ଓ ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଏସ୍କେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ… Abinash Kumar Dhal Nov 20, 2021 ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ସେବାରେ ସାମିଲ ହେବ ଆଉ ୨ଟି ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ଗସ୍ତ କରି…