ଯୁଦ୍ଧ ସମୟରେ ବାୟୁସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ, ସିଡିଏସ୍ ରାୱତଙ୍କୁ ଜବାବ ଦେଲେ ବାୟୁସେନା ମୁଖ୍ୟ
ନୂଆଦିଲ୍ଲୀ: ଭାରତରେ ଥିଏଟର କମାଣ୍ଡ ଗଠନକୁ ନେଇ ପୂର୍ବରୁ ବହୁବାର ମିଡିଆରେ ଚର୍ଚ୍ଚା ହୋଇଥିଲା । ଏହି କମାଣ୍ଡ ଗଠନ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ଥଳ ସେନା, ନୌସେନା ପ୍ରସ୍ତୁତ ରହିଥିବା ବେଳେ କେବଳ ବାୟୁସେନା…