ଟିଆରପି ସ୍କାମରେ ରହିଛି ସଚିନ ୱାଜେଙ୍କ ହାତ: ନେଇଥିଲେ ୩୦ ଲକ୍ଷର ଲାଞ୍ଚ !
ଟେଲିଭିଜନ ରେଟିଂ ପଏଣ୍ଟ (TRP) ସ୍କାମରେ ରେ ମନି ଲଣ୍ଡରିଂ କେସରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏଥିରେ ସସପେଣ୍ଡ ହୋଇଥିବା ପୋଲିସ ଅଧିକାରୀ ସଚିନ ୱାଜେଙ୍କ ସଂପୃକ୍ତି ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ଦେଇଛି…