fbpx

ବଢ଼ିଲା ପ୍ୟାନ୍-ଆଧାର ଲିଙ୍କ ଅବଧି

ଭୁବନେଶ୍ୱର, ୩୦ା୧୨(ଓଡ଼ିଶା ଭାସ୍କର): ପ୍ୟାନ କାର୍ଡ଼ ଓ ଆଧାରଲିଙ୍କର ସମୟସୀମା ବଢ଼ିଥିବା ସୂଚନା ମିଳିଛି । ଆସନ୍ତାବର୍ଷ ମାର୍ଚ୍ଚ ୩୧ଯାଏଁ ସମୟସୀମାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଆସନ୍ତାକାଲି ପ୍ୟାନ ଓ ଆଧାର ଲିଙ୍କ କରିବାର ଶେଷ ତାରିଖ ଥିଲା ।

Get real time updates directly on you device, subscribe now.