fbpx

କମ୍ ସମୟରେ ପାସପୋର୍ଟ ଭେରିଫିକେସନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : କମ୍ ସମୟରେ ହୋଇପାରୁଛି ପାସପୋର୍ଟ ଭେରିଫିକେସନ୍ । ହାରାହାରି ୪ ଦିନ ଭିତରେ ହୋଇଛି ପାସପୋର୍ଟ ଭେରିଫିକେସନ୍ । ସେପ୍ଟେମ୍ବରର ପ୍ରଥମ ୧୫ ଦିନରେ ୪ ଦିନ ଭିତରେ ହୋଇଛି ଭେରିଫିକେସନ୍ । ଭେରିଫିକେସନ ବାବଦରେ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଏହା ସହ ସମସ୍ତ ଥାନା ଅଧିକାରୀଙ୍କୁ ସେ ପ୍ରଶଂସା କରିଛନ୍ତି । ତେବେ ୨୦୧୭ରେ ପାସପୋର୍ଟ ଭେରିଫିକେସନ ପାଇଁ ହାରାହାରି ୯୯ ଦିନ ଲାଗୁଥିଲା ।

Get real time updates directly on you device, subscribe now.