fbpx

ପାଉତି ଆପ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ ।୧୨(ଓଡିଶା ଭାସ୍କର): ‘ପାଉତି’ ମୋବାଇଲ୍ ଆପକୁ ଆଜି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ଲୋକସେବା ଭବନରେ ଏହି ଆପ ଉନ୍ମୋଚିତ ହୋଇଯାଇଛି । ଏହା ସହ ଇ-ସାର୍ଟିଫିକେଟ ୱେବସାଇଟର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ପାଉତି ଆପ୍ ମାଧ୍ୟମରେ ଲୋକମାନେ ଖଜଣା ପୈଠ କରିପାରିବେ ।

Get real time updates directly on you device, subscribe now.