fbpx

ଜାନୁଆରୀ ୧୭ରୁ ଗଡ଼ିବ ତେଜସ-୨ଏକ୍ସପ୍ରେସ

ନୂଆଦିଲ୍ଲୀ, ୨୮ା୧୨: ଜାନୁଆରୀ ୧୭ରୁ ତେଜସ-୨ ଟ୍ରେନ ଗଡ଼ିବ ବୋଲି ସୂଚନା ମିଳିଛି । ୧୭ରୁ ଅହମଦାବାଦ ଓ ମୁମ୍ବାଇ ମଧ୍ୟରେ ତେଜସ-୨ ଗଡ଼ିବ । ପରେ ଜାନୁଆରୀ ୧୯ରୁ ଅହମଦାବାଦରୁ ଯାତ୍ରୀଙ୍କ ପାଇଁ ଏହି ଟ୍ରେନ ଉପଲବ୍ଧ ହେବ । ପୂର୍ବରୁ ଦିଲ୍ଲୀ- ଲକ୍ଷେ୍ନø ତେଜସ ଏକ୍ସପ୍ରେସ ଅକ୍ଟୋବରରୁ ଚାଲୁଛି । ଏହି ଟ୍ରେନ ଘଣ୍ଟାକୁ ୧୮୦କିମି ବେଗରେ ଚାଳିପାରିବ ।

Get real time updates directly on you device, subscribe now.