fbpx

ଭିଜିଲାନ୍ସ ଜାଲରେ ପିଇଓ

ବରଗଡ,୯ ।୧୨(ଓଡିଶା ଭାସ୍କର): ବରଗଡ ଦହିତା ପଞ୍ଚାୟତ ପିଇଓଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି । ପିଇଓ ପୁରନ୍ଦର ସାହୁଙ୍କ ବାସଭବନ ସମେତ ଆଉ ଏକ ଭଡାଘରେ ଏକକାଳୀନ ଚଢାଉ ହୋଇଛି ।

 

Get real time updates directly on you device, subscribe now.