fbpx

ଗବେଷଣା ପାଇଁ ଲାବୋରେଟୋରି ଖୋଲିବାକୁ ମିଳିଲା ଅନୁମତି

ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର):ଗବେଷଣା ପାଇଁ ଲାବୋରେଟୋରି ଖୋଲିବାକୁ ଅନୁମତି ମିଳିଛି ଅନୁମତି ମିଳିଛି ।  SRCଙ୍କ ଗାଇଡଲାଇନ ଅନୁସାରେ ଉଚ୍ଚଶିକ୍ଷା ବିଭାଗ ଦେଲା ଅନୁମତି। , ପିଏଚ୍‌ଡି, ଏମ୍‌ଫିଲ୍ ଏବଂ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ଲ୍ୟାବ୍।  ଏହାସହ ବିଜ୍ଞାନ ଓ ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ପିଲାଙ୍କ ପାଇଁ ଖୋଲିବ ଲ୍ୟାବ୍।

Get real time updates directly on you device, subscribe now.