fbpx

କାଗଜ ପେଟିରେ ମୃତ ଶିଶୁପୁତ୍ର ଠାବ

Advertisement

ବଲାଙ୍ଗିର: କାଗଜ ପେଟିରେ ନବଜାତ ମୃତ ଶିଶୁପୁତ୍ର ଠାବ । ପୁଇଁତଳା ଥାନା ଉପରଝର ଘାଟି ରାସ୍ତାରେ ମୃତ ଶିଶୁପୁତ୍ର ଠାବ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଓ ପରିଚୟ ଜଣାପଡ଼ିନାହିଁ ।

Get real time updates directly on you device, subscribe now.