fbpx

ଫିଲିପାଇନ୍ସରେ ଟାଇଫୁନ୍ ‘ରାଇ’ର ତାଣ୍ଡବ, ଏବେ ସୁଦ୍ଧା ୨୦୮ ଜଣଙ୍କ ହେଲାଣି ମୃତ୍ୟୁ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଫିଲିପାଇନ୍ସରେ ଭୀଷଣ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ “ରାଇ” । ଏହା ପ୍ରଭାବରେ ଏବେ ସୁଦ୍ଧା ୨୦୮ ଜଣଙ୍କ ମୃତ୍ୟୁ ହୋଇଗଲାଣି । ଏହା ବ୍ୟତୀତ ଅନେକ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି । ନ୍ୟାସନାଲ୍ ପୋଲିସ୍ ପକ୍ଷରୁ ସୋମବାର ଦିନ କୁହାଯାଇଛି ଯେ, ଏହି ସାମୁଦ୍ରିକ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ତାଣ୍ଡବକାରୀ ଝଡ଼ । ଏହି ସୁପର୍ ଟାଇଫୁନ୍ ରାଇ ଗୁରୁବାର ଦିନ ହୋଇଥିବା ବେଳେ ଶହ ଶହ ଲୋକ ନିଖୋଜ ହୋଇଯାଇଛନ୍ତି । ଖାଲି ସେତିକି ନୁହେଁ ୩ ଲକ୍ଷରୁ ଅଧିକ ଲୋକ ସମୁଦ୍ର ତଟ ଏବଂ ନିଜ ଘରୁ ଦୌଡ଼ି ପଳାଇବାକୁ ବାଧ୍ୟ ହୋଇଛନ୍ତି । ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ ।

Get real time updates directly on you device, subscribe now.