fbpx

ଫୋନ ପେ’ ଅକ୍ଷୟ ତୃତୀୟା ଅଫର, ସୁନା-ରୂପା କିଣିଲେ ମିଳିବ କ୍ୟାସବ୍ୟାକ

Advertisement

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଡିଜିଟାଲ ପେମେଂଟ କମ୍ପାନୀ ଫୋନ ପେ’ ପକ୍ଷରୁ ଅକ୍ଷୟ ତୃତୀୟା ଅବସରରେ ଆକର୍ଷଣୀୟ ଅଫରର ଘୋଷଣା କରାଯାଇଛି । ଗ୍ରାହକମାନେ ଏହି ଆପ ମାଧ୍ୟମରେ ୨୪ କ୍ୟାରେଟର ଶୁଦ୍ଧ ସୁନା କିଣିପାରିବେ ଏବଂ ଏକ ବିସ୍ତୃତରେ ଡିଜାଇନରୁ ସୁନାର କଏନ କିମ୍ବା ବାରର ଚୟନ କରିପାରିବେ । ସେମାନେ ଏହି ସମୟ ମଧ୍ୟରେ ସୁନା କ୍ରୟ ଉପରେ ଟ.୨୫୦୦ ପର୍ଯ୍ୟନ୍ତ କ୍ୟାସବ୍ୟାକ ପାଇପାରିବେ ଏବଂ ରୂପାର କଏନ କିମ୍ବା ବାର କ୍ରୟ ଉପରେ ଟ.୨୫୦ର କ୍ୟାସବ୍ୟାକ ପାଇପାରିବେ । ଏହି ସୀମିତ ଅଫର ୩ ମେ, ୨୦୨୨ ପର୍ଯ୍ୟନ୍ତ ଉପଲବ୍ଧ ହେବ।

Get real time updates directly on you device, subscribe now.