fbpx
BSKY SKY
BSKY SKY

ରାଉରକେଲାରେ ପ୍ଲାଜମା ଥେରାପି ଚିକିତ୍ସା ସେଣ୍ଟର ଉଦଘାଟିତ

BSKY

ରାଉରକେଲା,୩୧ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ମାଡି ଚାଲିଥିବା ବେଳେ ପ୍ଲାଜମା ଥେରାପି ସଫଳ ରେଜଲ୍ଟ ଆଣିଛି । ଏନେଇ ଭୁବନେଶ୍ୱର ପରେ ରାଉରକେଲା ଆଇଜିଏଚରେ ପ୍ଲାଜମା ଥେରାପି ଚିକିତ୍ସା ସେଣ୍ଟର ଆଜି ଉଦଘାଟିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି ।

ତେବେ ଆଇଜିଏଚରେ ଉଦଘାଟନୀ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସୁନ୍ଦରଗଡ ଜିଲ୍ଲାପାଳ, ରାଉରକେଲା କମିସନର, ଏଡିଏମ ଉପସ୍ଥିତ ରହିଥିଲେ । ପ୍ଳାଜମା ଥେରାପି ଚିକିତ୍ସାରେ ଆକ୍ରାନ୍ତ ରୋଗୀମାନେ ଉପକୃତ ହେବେ ବୋଲି ଆଶା ରହିଛି ।

Get real time updates directly on you device, subscribe now.