fbpx

ଆଜିଠୁ +3 ଓ PG ଶେଷ ସେମିଷ୍ଟାରର ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର,୨୨/୯(ଓଡିଶା ଭାସ୍କର): ଆଜିଠୁ +3 ଓ PG ଶେଷ ସେମିଷ୍ଟାରର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷା ପରିଚଳନା କରିବେ ରାଜ୍ୟ ସରକାର । ଉଭୟ ଅନଲାଇନ୍ ଓ ଅଫ୍ ଲାଇନ୍ ଯୋଗେ ହେବ ପରୀକ୍ଷା ।

ଉଭୟ ଅନଲାଇନ୍ ଓ ଅଫଲାଇନ୍ ଯୋଗେ କିଛି ଶିକ୍ଷାଅନୁଷ୍ଠାନ ପରୀକ୍ଷା କରିବେ। ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ଥିଓରୀ ପରୀକ୍ଷା । କରୋନା କଟକଣା ଭିତରେ ପରୀକ୍ଷା କରାଯିବ । ଅକ୍ଟୋବର ୧୦ ସୁଦ୍ଧା ଏ ସବୁ ପରୀକ୍ଷା ଶେଷ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Get real time updates directly on you device, subscribe now.