Politics: ବିଜେଡ଼ିରେ କାହିଁକି ଦେଖା ଦେଇଛି ଏତେ ବଡ଼ କଳି? ବିରୋଧୀ ଦଳରେ ଛକାପଞ୍ଝା ଖେଳ…
ପୂର୍ବତନ ଏମ୍ପି ତଥାଗତ ସତପଥୀଙ୍କ କଥାକୁ ସମର୍ଥନ କରିଛନ୍ତି ଅମର।
ଓଡ଼ିଶା ଭାସ୍କର: ବିରୋଧୀ ଦଳରେ ସବୁ ଠିକ୍ ଠାକ ଚାଲି ନାହିଁ । ବିଜେଡ଼ି ଏବେ ଭାଙ୍ଗିବା ଉପରେ! ବାଲେଶ୍ୱରରେ ତୁଟିଲାନି କଳି। ଶେଷରେ ନବୀନ ନିବାସରେ ପହଞ୍ଚିଛି ବାଲେଶ୍ୱର ବିଜେଡି କଳି।
ପଢ଼ନ୍ତୁ ଅଧିକ ଖବର…Nepal Gen Z Protest: ସୋସିଆଲ ମିଡ଼ିଆ ନୁହେଁ, ଏହି 11 ବର୍ଷୀୟ ଝିଅଙ୍କ ପାଇଁ ଜଳୁଛି ନେପାଳ, କାରଣ ଜାଣିଲେ ହେବେ ସ୍ତବ୍ଧ…
ପୂର୍ବତନ ଏମ୍ପି ରବୀନ୍ଦ୍ର ଜେନାଙ୍କୁ ଜିଲା ସଭାପତି କରିବା ଦାବି ନେଇ ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦ ସଭାପତି ଓ ପୌରାଧ୍ୟକ୍ଷ ନବୀନ ନିବାସ ଆସିଛନ୍ତି। ଏଠାରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବାକୁ ସିମୁଳିଆ ବିଧାୟିକା ପ୍ରାର୍ଥିନୀ ସୁଭାସିନୀ ସାହୁ, ରେମୁଣା ପ୍ରାର୍ଥିନୀ ବିଦୁସ୍ମିତା ମହାଳିକ ମଧ୍ୟ ଆସିଛନ୍ତି।