fbpx

ମଦ ପାଇଁ ଖୋଲିଲା ପୋର୍ଟାଲ, ଜାଣନ୍ତୁ କେଉଁ ପୋର୍ଟାଲରେ କରିବେ ପଞ୍ଜୀକରଣ

ଭୁବନେଶ୍ୱର, ୧ା୬(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକଡାଉନ ରହିଥିଲା । ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସବୁ ବନ୍ଦ ଥିଲା । ଏହାପରେ କିଛିଟା କଟକଣା କୋହଳ ସହ ମଦ ହୋମ ଡ଼େଲିଭରି ନେଇ ରାଜ୍ୟ ସରକାର ଅନୁମତି ଦେଇଥିଲେ । ମଦର ହୋମ ଡ଼େଲିଭରି ପାଇଁ ଆଜି ପୋର୍ଟାଲ ଖୋଲିଛି ରାଜ୍ୟ ମଦ ନିଗମ । ପୋର୍ଟାଲରେ ପଞ୍ଜିକରଣ କରି ଘରେ ମଦ ପାଇହେବ । ପୋଟାର୍ଲଟି ହେଉଛି www.osbc.co.in । ଏହାସହ ଖୁବଶୀଘ୍ର ମୋବାଇଲ ଆପ ବି ଛାଡ଼ିବ ମଦ ନିଗମ ।

Get real time updates directly on you device, subscribe now.