fbpx

ବିଜେପିକୁ ମହାରଥୀଙ୍କ ଚ୍ୟାଲେଞ୍ଜ

ଭୁବନେଶ୍ୱର,୨୬ ।୧୧(ଓଡିଶା ଭାସ୍କର): ଜମି ଦୁର୍ନୀତି ଅଭିଯୋଗ ଆସିବା ପରେ ବିଜେପିକୁ ଚ୍ୟାଲେଞ୍ଜ କରିଛନ୍ତି ବିଧାୟକ ପ୍ରଦୀପ ମହାରଥୀ । ଅଭିଯୋଗରେ ବାସ୍ତବତା ନଥିବା କହିଛନ୍ତି ମହାରଥୀ । ଏନେଇ ଆଜି ଗୃହରେ ପ୍ରଦୀପ କହିଛନ୍ତି ଯେ, ଜମି ଦୁର୍ନୀତି ଅଭିଯୋଗ ପ୍ରମାଣ ହେଲେ ରାଜନୀତିରୁ ସନ୍ନ୍ୟାସ ନେବି । ପିପିଲି କି ଡେଲାଙ୍ଗରେ ଜମି ଥିବା ପ୍ରମାଣିତ କଲେ ଆଉ ବିଧାନସଭା ଆସିବିନି । ୧୦୦ କୋଟି ତ ଦୂରର କଥା, ୧୦୦ ଟଙ୍କାର ବି ଜମି ନାହିଁ ।’

ତେବେ ମହାରଥୀ ୧୦୦ କୋଟିରୁ ଅଧିକ ଟଙ୍କାର ଜମି ଦୁର୍ନୀତି କରିଥିବା ଅଭିଯୋଗ ଆଣିଥିଲା ବିଜେପି ।

Get real time updates directly on you device, subscribe now.