fbpx

ସନ୍ନ୍ୟାସ ନେଲେ ପ୍ରଜ୍ଞାନ ଓଝା

ଭୁବନେଶ୍ୱର,୨୧ ।୨: କ୍ରିକେଟରୁ ସନ୍ନ୍ୟାସ ନେଲେ ପ୍ରଜ୍ଞାନ ଓଝା । ସମସ୍ତ ପ୍ରକାର ଫର୍ମାଟରୁ ସେ ଆଜି ଅବସର ଘୋଷଣା କରିଛନ୍ତି । ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ ପାଇଁ ସେ ୧୪ ବର୍ଷ ଖେଳିଥିଲେ । ଭିଭିଏସ ଲକ୍ଷ୍ମଣ, ଭେଙ୍କଟପତି ରାଜୁ ଓ ଧୋନିଙ୍କୁ ସେ ନିଜର କୃତଜ୍ଞତା ଜଣାଇଛନ୍ତି ।

ତେବେ ପ୍ରଜ୍ଞାନ ୨୪ଟି ଟେଷ୍ଟରେ ୧୧୩ ଓ ୧୮ଟି ଦିନିକିଆରେ ୨୧ ୱିକେଟ୍ ନେଇଥିଲେ । ୯୨ଟି ଆଇପିଏଲ ଖେଳି ୮୯ ୱିକେଟ୍ ହାସଲ କରିଥିଲେ ପ୍ରଜ୍ଞାନ ।

Get real time updates directly on you device, subscribe now.