fbpx

ବିଜେପିକୁ ପ୍ରମିଳାଙ୍କ ଜବାବ, କହିଲେ – ‘ନବୀନଙ୍କ ପାଇଁ ସୁରତକୁ ବିମାନ ଉଡିଛି’

ଭୁବନେଶ୍ୱର,୨୩ ।୧(ଓଡିଶା ଭାସ୍କର): ସୁରତକୁ ବିମାନ ଉଡାଣ ନେଇ ବିଜେଡି ଓ ବିଜେପି ମଧ୍ୟରେ ବୟାନ ବାଜି ଆରମ୍ଭ ହୋଇଯାଇଛି । ବିଜେପିକୁ କଡା ଜବାବ ଦେଇଛନ୍ତି ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ପାଇଁ ସୁରତକୁ ବିମାନ ଉଡିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଶ୍ରେୟ ପାଇବା ଯୋଗ୍ୟ । ସୁରତକୁ ବିମାନ ଉଡାଣ ନେଇ ସେ ପୂର୍ବରୁ ଚିଠି ଲେଖିଥିଲେ । ବିଜେପି ଖାଲି ବାହା ବାହା ନେଉଛି ବୋଲି ପ୍ରମିଳା କହିଛନ୍ତି ।

Get real time updates directly on you device, subscribe now.