fbpx

E -ଗୋପାଳ ଆପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦ ।୯: ପିଏମଏମଏସୱାଇ ଓ E -ଗୋପାଳ ଆପର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଡିଜିଟାଲ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର ଶୁଭାରମ୍ଭ କରିଛନ୍ତି । ତେବେ ପ୍ରଧାମନ୍ତ୍ରୀ ମତ୍ସ ସଂପଦ ଯୋଜନା ହେଉଛି ପିଏମଏମଏସୱାଇ । ଏଣିକି E-ଗୋପାଳ ଆପକୁ ଚାଷୀମାନେ ସିଧାସଳଖ ବ୍ୟବହାର କରିପାରିବେ । ଏହା ଏକ ପୂର୍ଣ୍ଣାଙ୍ଗ କିସମ ବିକାଶ ବଜାର ତଥା ସୂଚନା ପୋଟାର୍ଲ ।

Get real time updates directly on you device, subscribe now.