fbpx

ଯବାନ-ମାଓବାଦୀ ସଙ୍ଘର୍ଷ, ୨ଯବାନ ସହିଦ

କଳାହାଣ୍ଡି, ୧୦ା୯(ଓଡ଼ିଶା ଭାସ୍କର): କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ସଙ୍ଘର୍ଷ ଜାରି ରହିଛି । ମାଓ ଏନକାଉଣ୍ଟରରେ ଦୁଇ ଏସଓଜି ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଏସଓଜି ଯବାନ ହେଉଛନ୍ତି ସୁଧୀର କୁମାର ଟୁଡ଼ୁ ଓ ଦେବାଶିଷ ଟୁଡ଼ୁ ସହିଦ । ଉଲ୍ଲେଖଯୋଗ୍ୟ ଯେ ଗତକାଲି କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଭଣ୍ଡରଙ୍ଗି ସିକି ଜଙ୍ଗଲରେ ସର୍ଚ୍ଚ ଅପରେସନରେ ୫ମାଓବାଦୀଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା ।

Get real time updates directly on you device, subscribe now.