କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0
COVID-19 Updates
  • World 144,338,416
    World
    Confirmed: 144,338,416
    Active: 18,536,559
    Recovered: 122,732,681
    Death: 3,069,176
  • USA 32,587,166
    USA
    Confirmed: 32,587,166
    Active: 6,840,503
    Recovered: 25,163,545
    Death: 583,118
  • India 15,924,732
    India
    Confirmed: 15,924,732
    Active: 2,290,689
    Recovered: 13,449,371
    Death: 184,672
  • Brazil 14,050,885
    Brazil
    Confirmed: 14,050,885
    Active: 1,110,666
    Recovered: 12,561,689
    Death: 378,530
  • Russia 4,727,125
    Russia
    Confirmed: 4,727,125
    Active: 267,546
    Recovered: 4,352,873
    Death: 106,706
  • Turkey 4,446,591
    Turkey
    Confirmed: 4,446,591
    Active: 565,274
    Recovered: 3,844,342
    Death: 36,975
  • UK 4,395,703
    UK
    Confirmed: 4,395,703
    Active: 101,642
    Recovered: 4,166,734
    Death: 127,327
  • Italy 3,904,899
    Italy
    Confirmed: 3,904,899
    Active: 475,635
    Recovered: 3,311,267
    Death: 117,997
  • Germany 3,208,672
    Germany
    Confirmed: 3,208,672
    Active: 303,190
    Recovered: 2,824,100
    Death: 81,382
  • Pakistan 772,381
    Pakistan
    Confirmed: 772,381
    Active: 83,162
    Recovered: 672,619
    Death: 16,600
  • China 90,541
    China
    Confirmed: 90,541
    Active: 305
    Recovered: 85,600
    Death: 4,636

ନୁଆଦିଲ୍ଲୀ, ୮|୪ (ଓଡିଶା ଭାସ୍କର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରୋନା ଟିକାର ଦ୍ୱିତୀୟ ଡୋଜ୍ ଦିଲ୍ଲୀ ଏମସ୍ ରେ ନେଇଛନ୍ତି । ଏହାପୁର୍ବରୁ ସେ ମାର୍ଚ୍ଚ ୧ ତାରିଖରେ ପ୍ରଥମ ଡୋଜ୍ ନେଇଥିଲେ । ଏନେଇ ସେ ଆଜି ଟୁଇଟ୍ କରି ସୁଚନା ଦେଇଛନ୍ତି । ଏଥିସହ ସେ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ଯେ, କୋ-ୱିନ୍ ଆପ୍ ରେ ପଞ୍ଜୀକରଣ କରି ଟିକା ନିଅନ୍ତୁ । କାରଣ ଟିକାକରଣ ହେଉଛି ଗୋଟିଏ ରାସ୍ତା, ଯଦ୍ୱାରା କରୋନା ଭୁତାଣୁ କୁ ହରାଯାଇ ପାରିବ ।

ସୁଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମଣ ସ୍ଥିତି ବିଗିଡିବାରେ ଲାଗିଛି । ତେଣୁ ପ୍ରଧାନମନ୍ତ୍ରୀ ଟିକାକରଣକୁ ସମଗ୍ର ଦେଶରେ ତ୍ୱରାନ୍ୱିତ କରିଛନ୍ତି । ପ୍ରତିଦିନ ଦେଶରେ ଲକ୍ଷ ଲକ୍ଷ ଲୋକ ଟିକା ଗ୍ରହଣ କରୁଛନ୍ତି । ଗତକାଲି ସେ ଛାତ୍ରଛାତ୍ରୀ ମାନଙ୍କ ସହ “ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ କରିଥିଲେ । ଆଗାମୀ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଯେପରି କୌଣସି ଚାପରେ ନ ରହିବେ ସେ ନେଇ ସେମାନଙ୍କ ସହ ଆଲୋଚନା କରିଥିଲେ । ଏଥିରେ ୧୪ ଲକ୍ଷରୁ ଅଧିକ ରେଜିଷ୍ଟ୍ରେସନ୍ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.