-
World 144,338,416
WorldConfirmed: 144,338,416Active: 18,536,559Recovered: 122,732,681Death: 3,069,176 -
USA 32,587,166
USAConfirmed: 32,587,166Active: 6,840,503Recovered: 25,163,545Death: 583,118 -
India 15,924,732
IndiaConfirmed: 15,924,732Active: 2,290,689Recovered: 13,449,371Death: 184,672 -
Brazil 14,050,885
BrazilConfirmed: 14,050,885Active: 1,110,666Recovered: 12,561,689Death: 378,530 -
Russia 4,727,125
RussiaConfirmed: 4,727,125Active: 267,546Recovered: 4,352,873Death: 106,706 -
Turkey 4,446,591
TurkeyConfirmed: 4,446,591Active: 565,274Recovered: 3,844,342Death: 36,975 -
UK 4,395,703
UKConfirmed: 4,395,703Active: 101,642Recovered: 4,166,734Death: 127,327 -
Italy 3,904,899
ItalyConfirmed: 3,904,899Active: 475,635Recovered: 3,311,267Death: 117,997 -
Germany 3,208,672
GermanyConfirmed: 3,208,672Active: 303,190Recovered: 2,824,100Death: 81,382 -
Pakistan 772,381
PakistanConfirmed: 772,381Active: 83,162Recovered: 672,619Death: 16,600 -
China 90,541
ChinaConfirmed: 90,541Active: 305Recovered: 85,600Death: 4,636
ନୁଆଦିଲ୍ଲୀ, ୮|୪ (ଓଡିଶା ଭାସ୍କର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରୋନା ଟିକାର ଦ୍ୱିତୀୟ ଡୋଜ୍ ଦିଲ୍ଲୀ ଏମସ୍ ରେ ନେଇଛନ୍ତି । ଏହାପୁର୍ବରୁ ସେ ମାର୍ଚ୍ଚ ୧ ତାରିଖରେ ପ୍ରଥମ ଡୋଜ୍ ନେଇଥିଲେ । ଏନେଇ ସେ ଆଜି ଟୁଇଟ୍ କରି ସୁଚନା ଦେଇଛନ୍ତି । ଏଥିସହ ସେ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ଯେ, କୋ-ୱିନ୍ ଆପ୍ ରେ ପଞ୍ଜୀକରଣ କରି ଟିକା ନିଅନ୍ତୁ । କାରଣ ଟିକାକରଣ ହେଉଛି ଗୋଟିଏ ରାସ୍ତା, ଯଦ୍ୱାରା କରୋନା ଭୁତାଣୁ କୁ ହରାଯାଇ ପାରିବ ।
ସୁଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମଣ ସ୍ଥିତି ବିଗିଡିବାରେ ଲାଗିଛି । ତେଣୁ ପ୍ରଧାନମନ୍ତ୍ରୀ ଟିକାକରଣକୁ ସମଗ୍ର ଦେଶରେ ତ୍ୱରାନ୍ୱିତ କରିଛନ୍ତି । ପ୍ରତିଦିନ ଦେଶରେ ଲକ୍ଷ ଲକ୍ଷ ଲୋକ ଟିକା ଗ୍ରହଣ କରୁଛନ୍ତି । ଗତକାଲି ସେ ଛାତ୍ରଛାତ୍ରୀ ମାନଙ୍କ ସହ “ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ କରିଥିଲେ । ଆଗାମୀ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଯେପରି କୌଣସି ଚାପରେ ନ ରହିବେ ସେ ନେଇ ସେମାନଙ୍କ ସହ ଆଲୋଚନା କରିଥିଲେ । ଏଥିରେ ୧୪ ଲକ୍ଷରୁ ଅଧିକ ରେଜିଷ୍ଟ୍ରେସନ୍ କରିଥିଲେ ।
Got my second dose of the COVID-19 vaccine at AIIMS today.
Vaccination is among the few ways we have, to defeat the virus.
If you are eligible for the vaccine, get your shot soon. Register on https://t.co/hXdLpmaYSP. pic.twitter.com/XZzv6ULdan
— Narendra Modi (@narendramodi) April 8, 2021