fbpx

ଡିଜିଟାଲ ହେବ ଜେଲ୍ ବିଭାଗ

ଭୁବନେଶ୍ୱର,୧୪ ।୧(ଓଡିଶା ଭାସ୍କର): ଅଗ୍ନିଶମ ପରେ ଏବେ ଡିଜିଟାଲ ହେବ ରାଜ୍ୟର ଜେଲ୍ ବିଭାଗ । ଏଣିକି ଅନଲାଇନରେ ମୁଲାକାତ ଓ ପାରୋଲ ଆବେଦନ ହେବ । ୱେବସାଇଟ ଜରିଆରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ । ୱେବସାଇଟରେ ବିଚାରଧୀନ କଏଦୀଙ୍କ ବିସ୍ତୃତ ବିବରଣୀ ଉପଲବ୍ଧ ହେବ । ଜେଲ କାର୍ଯ୍ୟରେ ଟେକ୍ନୋଲୋଜି ବ୍ୟବହାରକୁ ନେଇ ଜେଲ ଡିଜି ଗୁରୁତ୍ୱ ଦେଇଛନ୍ତି । ଭୁବନେଶ୍ୱରର ଝାରପଡା ଜେଲରୁ ଏହି ଡିଜିଟାଲାଇଜେସନ ଆରମ୍ଭ ହେବ ।

Get real time updates directly on you device, subscribe now.