fbpx

Breaking News ପ୍ରଯୋଜକ ଟୁଟୁ ନାୟକ ଗିରଫ: ସାମ୍ବାଦିକଙ୍କ ମାଡ଼ ମାରିବା ଅଭିଯୋଗରେ ଆରେଷ୍ଟ

ଭୁବନେଶ୍ୱର: ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରାଯାଇଛି । ଓଡ଼ିଆ ସିନେ ଜଗତର ଜଣାଶୁଣା ପ୍ରଯୋଜକ ଟୁଟୁ ନାୟକଙ୍କୁ ଏହି ସଙ୍ଗୀନ ଅଭିଯୋଗରେ ଗିରଫ କରିଛି ପୋଲିସ । ଫିଲ୍ମ ହଲରେ ପ୍ରିମିୟର ସମୟରେ ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ଦୁର୍ବବ୍ୟବହାର କରିଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଥିଲା । ଏହାପରେ ଆଜି ଟୁଟୁ ନାୟକ ଥାନାରେ ହାଜତ ହୋଇଥିବା ବେଳେ ତାଙ୍କୁ ଖାରବେଳ ଥାନା ପୋଲିସ ଗିରଫ କରିଛି । ଥାନାରେ ପହଞ୍ଚିବା ପରେ ପୋଲିସ ଟୁଟୁ ନାୟକଙ୍କୁ ପଚରାଉଚରା କରିଥିଲା ପୋଲିସ । ଏହାପରେ ବତ୍ତମାନ ତାଙ୍କୁ ଗିରଫ କରାଯାଇ ଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.