fbpx

ସରକାରୀ କର୍ମଚାରୀଙ୍କ ପାଇଁ ଗଠନ ହେବ ପଦୋନ୍ନତି ଅଦାଲତ

ଭୁବନେଶ୍ୱର,୯ ।୧(ଓଡିଶା ଭାସ୍କର): ସରକାରୀ କର୍ମଚାରୀଙ୍କ ପଦୋନ୍ନତି ସମସ୍ୟାର ସମାଧାନ ପାଇଁ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଡିସେମ୍ବର ୩୧ ସୁଦ୍ଧା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦୋନ୍ନତି ପ୍ରକିୟା ତ୍ୱରାନ୍ୱିତ ପାଇଁ ଗଠନ ହେବ ପଦୋନ୍ନତି ଅଦାଲତ । ଏନେଇ ଅତିରିକ୍ତ ସିଏସଙ୍କ ଅଧ୍ୟକ୍ଷତାରେ ଗଠନ ହେବ ପଦୋନ୍ନତି ଅଦାଲତ ।

Get real time updates directly on you device, subscribe now.