fbpx

ବରଗଡ ଆରଟିଓଙ୍କୁ ଜରିମାନା !

ବରଗଡ,୯ ।୧(ଓଡିଶା ଭାସ୍କର): ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବର ଆଜି ଦଶମ ଦିନ । ବରଗଡ ଆରଟିଓ ଅଫିସ ପରିଦର୍ଶନ କଲେ କଂସ ମହାରାଜା । ପୁରୁଣା ଗାଡି ଯାଞ୍ଚ କରି ପଦକ୍ଷେପ ନେବାକୁ ସେ ଆରଟିଓଙ୍କୁ ତାଗିଦ କରିଛନ୍ତି । ବିନା ହେଲମେଟ ଓ ସିଟ ବେଲ୍ଟରେ ଗାଡି ଚଳାଇଲେ ଦଣ୍ଡିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଆରଟିଓଙ୍କୁ ୨ ଲକ୍ଷ ସ୍ୱର୍ଣମୁଦ୍ରା ଜରିମାନା କରିଛନ୍ତି ମଥୁରା ନରେଶ କଂସ । ଏହା ସହ ଟ୍ରାଫିକ ଆଇନ ସୁରକ୍ଷାରେ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତିି ।

Get real time updates directly on you device, subscribe now.