fbpx

ଫ୍ରିଜ୍ ହେଲା ଗଞ୍ଜେଇ ମାଫିଆଙ୍କ ୩ କୋଟିର ସଂପତ୍ତି

ଗଞ୍ଜେଇ ମାଫିଆଙ୍କ ୩ କୋଟିର ଉର୍ଦ୍ଧ୍ୱ ଟଙ୍କାର ସଂପତ୍ତି ଅଚଳ କରିବାକୁ ନିର୍ଦ୍ଦେଶ । ୫ଟି ଘର, ୬ଟି ଗାଡ଼ି, ୧୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ଅର୍ଥ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିବା ସୂଚନା । ଫେବ୍ରୁଆରୀରେ ମାଲକାନଗିରିରେ ୧୪୦୦ କେଜି ଗଞ୍ଜେଇ ଧରାପଡ଼ିଥିଲା । ୧୪୦୦ କେଜି ଗଞ୍ଜେଇ ଜବତ ହେବା ସହ ଘଟଣାରେ ୬ ଜଣ ଗିରଫ ହୋଇଥିଲେ ।

Get real time updates directly on you device, subscribe now.