fbpx

ବଦଳିଲା ପୁରୀ ଜିଲ୍ଲାସ୍ତରୀୟ ପରେଡ଼ ଗ୍ରାଉଣ୍ଡ, ପତାକା ଉତ୍ତୋଳନା କରିବେ ପ୍ରତାପ ଜେନା

ପୁରୀ, ୨୫ା୧(ଓଡ଼ିଶା ଭାସ୍କର): ପ୍ରତିବର୍ଷ ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ । ଚଳିତବର୍ଷ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ । ଏହାରି ମଧ୍ୟରେ ପୁରୀ ଜିଲ୍ଲାସ୍ତରୀୟ ପରେଡ଼ ଗ୍ରାଉଣ୍ଡ ବଦଳିଥିବା ସୂଚନା ମିଳିଛି । ତାଳବଣୀଆ ଇଣ୍ଡୋର ଷ୍ଟାଡ଼ିଅମରେ ହେବ ସାଧାରଣତନ୍ତ୍ର ଦିବସ । ପ୍ରତିବର୍ଷ ଶରଧାବାଲିରେ ଏହି ଦିବସ ପାଳିତ ହେଉଥିଲା । ଏଥର ଜାତୀୟ ପତାକା ଉତ୍ତୋଳନା କରିବେ ଆଇନମନ୍ତ୍ରୀ ପ୍ରତାପ ଜେନା ।

Get real time updates directly on you device, subscribe now.