ପୁରୀ ସତ୍ୟବାଦୀ ସୁଆଣ୍ଡୋରେ ୫ଟି ସଚିବ

News across the Earth, news close to your heart, Read Odisha Bhaskar English

ପୁରୀ,୨୬।୧(ଓଡିଶା ଭାସ୍କର): ପୁରୀ ସତ୍ୟବାଦୀ ସୁଆଣ୍ଡୋ କୁ ଯାଇଛନ୍ତି 5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ। ସେଠାରେ ଗୋପବନ୍ଧୁଙ୍କ ଜନ୍ମ ସ୍ଥାନର ବିକାଶ ନେଇ ସେ ଅନୁଧ୍ୟାନ କରିଛନ୍ତି।  ସେଠାରେ 5T ସଚିବଙ୍କ ସହ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଥିଲେ।

Get real time updates directly on you device, subscribe now.