fbpx

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପୁରୀ ପୌରସଂସ୍ଥାକୁ ପ୍ରଶଂସା

ପୁରୀ, ୧୨ା୧(ଓଡ଼ିଶା ଭାସ୍କର): ପୁରୀ ପୌରସଂସ୍ଥାକୁ ପ୍ରଶଂସା । ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପୁରୀକୁ ବଡ଼ ସଫଳତା ମିଳିଛି । ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ କର୍ମଶାଳାରେ ପୁରୀ ପୌରସଂସ୍ଥାକୁ ପ୍ରଶଂସା କରାଯାଇଛି । ଅଭିନେତା ଅମିର ଖାନଙ୍କ ଦ୍ୱାରା ପୁରସ୍କୃତ ହୋଇଛି ପୁରୀ ପୌରସଂସ୍ଥା । ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ପୁରୀ ପୌରସଂସ୍ଥାକୁ ପୁରସ୍କୃତ କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.