fbpx

ଆଜିଠୁ ରେଡ଼ିଓ ପାଠଶାଳା

ଭୁବନେଶ୍ୱର,୨୮।୯(ଓଡିଶା ଭାସ୍କର): ଆଜିଠୁ ରେଡ଼ିଓରେ ପ୍ରସାରିତ ହେବ ‘ ପାଠଶାଳା’ କାର୍ଯ୍ୟକ୍ରମ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ରେଡିଓ ଯୋଗେ ପାଠପଢା ଯୋଗାଇ ଦିଆଯିବ । ଦିନ ୧୦ରୁ ୧୦ଟା ୧୫ ଯାଏ ରେଡ଼ିଓରେ ପାଠପଢ଼ା ହେବ । ରାଜ୍ୟର ସମସ୍ତ ରେଡିଓ ଷ୍ଟେସନରୁ ଏକ ସମୟରେ ପ୍ରତି ସୋମବାରରୁ ଶୁକ୍ରବାର ଯାଏ ପ୍ରସାରିତ ହେବ ।

Get real time updates directly on you device, subscribe now.