fbpx
BSKY
BJD MC SKY
BJD MS SKY

ଅବକାରୀ ବିଭାଗର ରେଡ୍; ୮ କେଜି ସୁନା ଜବତ

ଖଲ୍ଲିକୋଟ ଖଜାପଲ୍ଲୀରେ ପୁଲିସ ଓ ଅବକାରୀ ବିଭାଗର ରେଡ୍ । ଜଣେ ନିଶା ବେପାରୀ ଘରୁ ବିପୁଳ ଟଙ୍କା ଓ ସୁନା ଜବତ । ନଗଦ ୭୫ ଲକ୍ଷ ୯ହଜାର ଟଙ୍କା ସହ ୮ କେଜିରୁ ଅଧିକ ସୁନା ଜବତ । ୩୪ କେଜି ଗଞ୍ଜେଇ ସହ ୧୦ କେଜିର ଅଫିମ ଜବତ ହୋଇଛି ।

Get real time updates directly on you device, subscribe now.