fbpx
BJD SKY
BJD SKY

ଆନ୍ଧ୍ର ଓଡିଶା ସୀମାରେ ରେଳ ଦୁର୍ଘଟଣା, ୨୬ ଟି ଟ୍ରେନ ବାତିଲ

BJD

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶର କାଣ୍ଟକାପାଲ୍ଲୀ ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ରେଳ ଦୁର୍ଘଟଣା ପରେ ୨୬ ଟ୍ରେନକୁ ବାତିଲ କରାଯାଇଛି । ଏହି ଟ୍ରେନ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ୨୨ ଟ୍ରେନର ଗତି ପଥ ପରିବର୍ତ୍ତନ, ୧୧ ଟି ଆଂଶିକ ବାତିଲ । ଅପରାହ୍ନ ୪ ଟା ସୁଦ୍ଧା ମରାମତି କାମ ସରିବ ବୋଲି ସିପିଆରଓ କହିଛନ୍ତି ।

Get real time updates directly on you device, subscribe now.