fbpx

ରାଜ୍ୟରେ ମୌସୁମୀ ଦୁର୍ବଳ, ଏବେ ଲାଗି ରହିବ ଗରମ ଓ ଗୁଳୁଗୁଳି

ଭୁବନେଶ୍ୱର,୨୮/୬(ଓଡିଶା ଭାସ୍କର): ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ ଥିବାରୁ କିଛି କିଛି ସ୍ଥାନରେ ବର୍ଷା ହେଉଛି। ଫଳରେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିଛି । ଚଳିତ ମାସର ଶେଷ ୩ ଦିନରେ ମଧ୍ୟ ବର୍ଷାର ସେମିତି କିଛି ସମ୍ଭାବନା ନାହିଁ ବୋଲି ଜଣା ପଡିଛି । କାଁ ଭାଁ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏଥି ସହ ଗରମ ଓ ଗୁଳୁଗୁଳି ଲାଗି ରହିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ତାଜା ଅପଡେଟ ଦିଆଯାଇଛି।

Get real time updates directly on you device, subscribe now.