fbpx

ପ୍ରତିରକ୍ଷା କ୍ଷେତ୍ରରେ ରାଜନାଥଙ୍କ ବଡ ଘୋଷଣା, ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୯ ।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଏକ ମହତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ରକ୍ଷାମନ୍ତ୍ରୀ କହିଛନ୍ତି ଯେ, ‘ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ । ୧୦୧ ପ୍ରତିରକ୍ଷା ଉପକରଣ ଭାରତରେ ହେବ । ୧୦୧ ଉପକରଣ ଆମଦାନୀ ଉପରେ କଟକଣା ଲଗାଯାଇଛି । ଭାରତରେ ପ୍ରତିରକ୍ଷା ଉତ୍ପାଦନ ବଢାଇବୁ । ଏନେଇ ଆସନ୍ତା ୬ରୁ ୭ ବର୍ଷ ମଧ୍ୟରେ ୪ ଲକ୍ଷ କୋଟିର ଚୁକ୍ତି ହେବ ।’

Get real time updates directly on you device, subscribe now.