fbpx

ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂହ

ନୂଆଦିଲ୍ଲୀ, ୧ା୮: ରାଜ୍ୟସଭା ସାଂସଦ ଅମର ସିଂହଙ୍କ ପରଲୋକ ଘଟିଛି । ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ନେଇ ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ବର୍ଷ ବୟସ ହୋଇଥିଲା । ସୂଚନା ଯୋଗ୍ୟ ଯେ ଦେଢ଼ ମାସ ଧରି ସିଙ୍ଗାପୁରର ଏକ ହସ୍ପିଟାଲରେ ଆଇସିୟୁରେ ଥିଲେ ।

Get real time updates directly on you device, subscribe now.