fbpx

ଏବେ କଟିବ ଆପଣଙ୍କ ଦରମା, ଅଗଷ୍ଟରୁ ବଦଳିଗଲା ଏହି ନିୟମ

ଅଗଷ୍ଟ ମାସର ଆରୀମ୍ଭ ହୋଇଥିବା ବେଳେ କିଛି ନିୟମ ମଧ୍ୟ ବଦଳିଯାଇଛି । ଏହି ପରିବର୍ତ୍ତନ ଖାସ୍ କରି ଆପଣଙ୍କ ଦରମା ସହ ସଂଯୋଗ ହୋଇ ରହିଛି । ପରିବର୍ତ୍ତନ ଯୋଗୁଁ, ଆପଣଙ୍କୁ ଅଗଷ୍ଟ ମାସରୁ ଆପଣଙ୍କୁ ଟେକ୍ ହୋମ୍ ଦରମା କମ୍ ଆସିବ । ତେବେ ଆସନ୍ତୁ ଜାଣିବ ଏହି ସମ୍ପର୍କରେ..

ତେବେ କରୋନା ଯୋଗୁଁ ସରକାର ପିଏଫ୍ ସହ ଜଡିତ କିଛି ନିୟମରେ ପରିବର୍ତ୍ତନ କରିଥିଲେ । ସେଥିରେ ପିଏଫ୍ କଣ୍ଟ୍ରିବ୍ୟୁସନର ଏକ ନିୟମ ରହିଥିଲା । ନୂତନ ନିୟମ ଅନୁସାରେ, ପିଏଫ୍ ଯୋଗଦାନ ୧୨ % ରୁ ୧୦ ପ୍ରତିଶତକୁ ହ୍ରାସ କରାଯାଇଛି । ଯାହାଦ୍ୱାରା କର୍ମଚାରୀଙ୍କ ଟେକ୍ ହୋମ୍ ଦରମା ୨ ପ୍ରତିଶତ ବୃଦ୍ଧି ପାଇବ ।

ଏହା ବାଧ୍ୟତାମୂଳକ ନୂହେଁ, କିନ୍ତୁ କମ୍ପାନୀକୁ କର୍ମଚାରୀଙ୍କୁ ପଚାରିବାକୁ ପଡିବ । ଏହି ନିୟମ କେବଳ ଜୁଲାଇ ପର୍ଯ୍ୟନ୍ତ ଥିଲା । ଏହାର ଅର୍ଥ ଯେଉଁମାନେ ଏହି ନୂଆ ନିୟମ ଚୟନ କରିଛନ୍ତି, ସେମାନଙ୍କ ଟେକ ହୋମ୍ ଦରମା କମ୍ ଆସିବ ।

Get real time updates directly on you device, subscribe now.