fbpx

ଓଡ଼ିଶାରେ ଚିହ୍ନଟ ହୋଇଛି କରୋନାର ୫ଟି ପ୍ରକାର ଭୂତାଣୁ

ଭୁବନେଶ୍ୱର, ୧ା୮(ଓଡ଼ିଶା ଭାସ୍କର): କରୋନା ନେଇ ଏକ ଜିନମ ସର୍ଭେ କରାଯାଇଥିଲା । ଏହି ଜିନମ ସର୍ଭେରୁ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଓଡ଼ିଶାରେ କରୋନାର ୫ ପ୍ରକାର ଭୂତାଣୁ ଚିହ୍ନଟ ହୋଇଛି । ସେଗୁଡ଼ିକ ହେଉଛି ୧୯-ଏ, ୧୯-ବି, ୨୦-ଏ, ୨୦-ବି ଓ ୨୦-ସି । ୧୯-ଏ ଓ ୧୯-ବି ୟୁରୋପ ଓ ଦକ୍ଷିଣ ପୂର୍ବ ଦେଶରୁ ଆସିଛି । ୨୦-ସି ଭୂତାଣୁ ସ୍ଥାନୀୟ ବିବର୍ତ୍ତନରୁ ସୃଷ୍ଟି ହୋଇଥିବା ନେଇ ଜଣାପଡ଼ିଛି ।ଆରଏମଆରସି , ଆଇଏଲଏସର ମିଳିତ ଭାବେ ହୋଇଥିବା ସାମ୍ବାଦିକ ସମ୍ମିଳନୀରୁ ଏହି ସୂଚନା ମିଳିଛି ।

Get real time updates directly on you device, subscribe now.