fbpx

ରଣଜୀ ମ୍ୟାଚରେ ଓଡ଼ିଶାର ଇନିଂସ ବିଜୟ

ଭୁବନେଶ୍ୱର,୨୦ା୧୨(ଓଡ଼ିଶା ଭାସ୍କର): ରଣଜୀ ମ୍ୟାଚରେ ଓଡ଼ିଶାର ଇନିଂସ ବିଜୟ ହୋଇଛି । ସର୍ଭିସେସକୁ ଏକ ଇନିଂସ ଓ ୩୧ ରନରେ ହରାଇଛି ଓଡ଼ିଶା । ଇନିଂସ ବିଜୟ ପାଇଁ ଓଡ଼ିଶାକୁ ୭ପଏଣ୍ଟ ମିଳିଛି । ପ୍ରଥମ ଇନିଂସରେ ଓଡ଼ିଶା ୫୪୦ରନ୍ କରିଥିଲା । ସର୍ଭିସେସ୍ ୨୭୧ ଓ ୨୩୮ରନରେ ଅଲଆଉଟ ହୋଇଛି । ଇନିଂସରେ ବସନ୍ତ ମହାନ୍ତିଙ୍କୁ ୬ ଓ ରାଜେଶ ମହାନ୍ତିଙ୍କୁ ୩ଟି ୱିକେଟ ମିଳିଛି । ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ହରାଇଥିଲା ଓଡ଼ିଶା ।

Get real time updates directly on you device, subscribe now.