fbpx
BJD
BJD SKY
BJD SKY

ତାଲିବାନୀ ଖେଳାଇବେ କି T-20? ଆଫଗାନ୍ ଆସିବ କି ମୈଦାନକୁ? ପଢନ୍ତୁ…

BJD

ଓଡ଼ିଶା ଭାସ୍କର ବ୍ୟୁରୋ: ତାଲିବାନ ଅକ୍ତିଆରରେ ଆଫଗାନିସ୍ତାନ। ପରିସ୍ଥିତି କଣ ସାରା ବିଶ୍ୱ ଦେଖିଲାଣି। ତେବେ ଆଗାମୀ ଟି-୨୦ ବିଶ୍ୱକପରେ ଆଫଗାନ୍ ଦଳ ଖେଳିବ? ଏ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ତେବେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ T-20 WorldCupରେ ଜାତୀୟ ଦଳ ଖେଳିବେ ବୋଲି ସ୍ପଷ୍ଟ କରିଛି । ମିଡିଆ ମ୍ୟାନେଜର ହିକମତ ହାସନ କହିଛନ୍ତି ଯେ ଆମେ ଏଥିପାଇଁ ଦୀର୍ଘ ଦିନ ଅଭ୍ୟାସ କରିଛୁ । ବିଶ୍ୱକପରେ ଦଳ ନିଶ୍ଚିତ ଭାବେ ଅଂଶଗ୍ରହଣ କରିବ।

ଅନ୍ୟପକ୍ଷରେ ଆଫଗାନ୍ ଟିମ୍ ର ପ୍ରମୁଖ ଖେଳାଳି ରଶିଦ ଖାଁ, ମହମ୍ମଦ ନବି ଓ ମୁଜିବ ଉର ରହେମାନ ଇଂଲଣ୍ଡରେ ଅଛନ୍ତି।  ଅନ୍ୟ ଖେଳାଳିମାନେ ଆଫଗାନିସ୍ତାନରେ ଥିବାବେଳେ ତାଲିବାନୀ କିଛି ସୂଚନା ଦେଇନି।

Get real time updates directly on you device, subscribe now.