fbpx

ମୋଦୀ ସରକାରଙ୍କୁ ଝଟକା, ଜିଡିପି ଅଭିବୃଦ୍ଧିକୁ ୫% ଖସାଇଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ,୫ ।୧୨: ରେପୋ ରେଟକୁ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ଏଣିକି ବ୍ୟାଙ୍କଗୁଡିକୁ ୫.୧୦% ସୁଧହାରରେ ଋଣ ଯୋଗାଇବ ଆରବିଆଇ । ବ୍ୟାଙ୍କଗୁଡିକଠାରୁ ଋଣ ନେଲେ ଆରବିଆଇ ୪.୯୦ % ସୁଧ ଦେବ । ୨୦୧୯-୨୦ ପାଇଁ ଜିଡିପି ଅଭିବୃଦ୍ଧି ହାର ଅଟକଳ ୬.୧%ରୁ ୫% କୁ ହ୍ରାସ ପାଇଛି । ଏନେଇ ମୁଦ୍ରା ନୀତି ସମ୍ପର୍କିତ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.